‘ମୁଁ କରୋନାରେ ପୀଡ଼ିତ’ ! କୋଲକାତା ଫେରନ୍ତା ଯୁବକଙ୍କ ବୟାନକୁ ନେଇ ଡାକ୍ତରଖାନାରେ ଆତଙ୍କ

ଜଳେଶ୍ୱର: ‘ମୁଁ କରୋନାରେ ପୀଡ଼ିତ।’ ଆଜି ନିଜଆଡ଼ୁ ଜଣେ କୋଲକାତା ଫେରନ୍ତା ଯୁବକଙ୍କ ଏଭଳି ବୟାନକୁ ନେଇ ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭିତରକୁ ପ୍ରବେଶ ଅନୁମତି ଦେଇନାହାନ୍ତି। ତାଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ବାଲେଶ୍ୱରକୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଏହି ଯୁବକଙ୍କ ଘର କମର୍ଦ୍ଦା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ କୋଲକାତାର ଏକ କମ୍ପାନିରେ କାମ … Continue reading ‘ମୁଁ କରୋନାରେ ପୀଡ଼ିତ’ ! କୋଲକାତା ଫେରନ୍ତା ଯୁବକଙ୍କ ବୟାନକୁ ନେଇ ଡାକ୍ତରଖାନାରେ ଆତଙ୍କ